You can access the distribution details by navigating to My Print Books(POD) > Distribution
ମାନବ ଇତିହାସ ଯୁଦ୍ଧର ଇତିହାସ। ହିଂସା, ବର୍ବରତା, ପିପାସାର ବିବରଣୀ। ମାନବ ମନର ନିଭୃତ କୋଣରେ ଲୁଚି ରହିଥିବା ଦାନବ ଘଟାଉଥିବା ତାଣ୍ଡବର କାହାଣୀ। ଆଜିର କାହାଣୀ ସେଇ ମାନବ ମନର ଦ୍ଵନ୍ଦର କାହାଣୀ। ମନ ଗହଣରେ ଚାଲିଥିବା ଦେବ ଓ ଦାନବର ଅବିରତ ସଂଘର୍ଷର କାହାଣୀ।
Currently there are no reviews available for this book.
Be the first one to write a review for the book Mana Danaba.